ମହାନଦୀ ବିବାଦ: ସୋମବାର ବିଜେଡି ଆଣିବ ମୁଲତବୀ ପ୍ରସ୍ତାବ

ନୂଆଦିଲ୍ଲୀ : ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ବିିଜୁ ଜନତା ଦଳ ସୋମବାର ରାଜ୍ୟସଭାରେ ମୁଲତବୀ ପ୍ରସ୍ତାବ ଆଣିବ ବୋଲି ଜଣାପଡ଼ିଛି। ଏହିି ପ୍ରସଙ୍ଗରେ ବିଜେଡି ସମଭାବାପନ୍ନ ଦଳମାନଙ୍କ ସହିତ ଆଲୋଚନା ଆରମ୍ଭ କରିଦେଇଥିବା ସୂଚନା ମିଳିଛି। ଏ ପରିପ୍ରେକ୍ଷୀର ଦଳ ପକ୍ଷରୁ ତୃଣମୂଳ କଂଗ୍ରେସ ଓ ତେଲେଙ୍ଗାନା ରାଷ୍ଟ୍ର ସମିତି ପରି ଦଳମାନଙ୍କ ସହ ଯୋଗାଯୋଗ କରାଯାଇଛି ଏବଂ ଏ ପ୍ରସଙ୍ଗରେ ସଂସଦରେ ସେମାନଙ୍କର ସମର୍ଥନ ଲୋଡ଼ାଯାଇଛି। ତେବେ … Continue reading ମହାନଦୀ ବିବାଦ: ସୋମବାର ବିଜେଡି ଆଣିବ ମୁଲତବୀ ପ୍ରସ୍ତାବ